ଆତଙ୍କବାଦୀ ସଂଗଠନ ଠାରୁ ମାସିକ ଦରମା ନେଉଥିଲେ ଦେଶଦ୍ରୋହୀ ନିଲମ୍ବିତ ଡିଏସପି ଦେବିନ୍ଦର ସିଂ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଗିରଫ ହୋଇଥିବା ପୂର୍ବତନ ଡିଏସପି ଦେବିନ୍ଦର ସିଂହଙ୍କ ସଂପର୍କରେ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ଜଣାପଡ଼ିଛି। ତାହା ହେଲା କି ଦେବିନ୍ଦର ସିଂହଙ୍କୁ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦିନଠାରୁ ନିର୍ଦ୍ଧାରିତ ଦରମା ଭଳି ଟଙ୍କା ମିଳୁଥିଲା । ତଦନ୍ତ କରୁଥିବା ସଂସ୍ଥାର କର୍ମଚାରୀମାନେ ଏହି ସନ୍ଦେହ କରୁଥିବା ଜଣାପଡ଼ିଛି । ଜାନୁଆରି ୧୧ ତାରିଖରେ କୁଖ୍ୟାତ ଆତଙ୍କବାଦୀ ନଭୀଦ ମୁସ୍ତାକ୍ ସହିତ ଦେବିନ୍ଦରଙ୍କୁ ଗିରଫ କରାଯାଇଥିଲା … Continue reading ଆତଙ୍କବାଦୀ ସଂଗଠନ ଠାରୁ ମାସିକ ଦରମା ନେଉଥିଲେ ଦେଶଦ୍ରୋହୀ ନିଲମ୍ବିତ ଡିଏସପି ଦେବିନ୍ଦର ସିଂ